କାଣ୍ଟିଆ
ଦେଖଣା
କାଣ୍ଟିଆ —
ଉଚ୍ଚାରଣ: Kāṇṭiā
ଦେ. ବି —
୧: ରେଶମ ବା ପାଟର ମୋଟ ବା ଅସାର ଅଂଶରେ ବୁଣା ହୋଇଥିବା ମଠା—(ଏହା କାଣ୍ଟି ପରି ମଇଳା ଦିଶୁଥିବାରୁ) —୧. Worsted silk; cloth made of coarse silk.
୨: ବଣିଆମାନେ ଆଉଟା ସୁନା ଓ ରୂପାକୁ ଯେଉଁ ଲମ୍ବା, ଖାଲୁଆ ଛାଞ୍ଚରେ ଢ଼ାଳନ୍ତି —୨. A long and deep mould for preparing ingots of metal.
୩: ମାଛ ଧରିବା ପାଇଁ ବୁଣାଯାଇଥିବା ସଚ୍ଛିଦ୍ର ବସ୍ତ୍ରବିଶେଷ — ୩. A kind of net-cloth used in catching fish.
কেটলো
ଦେ. ବିଣ —
୧: (ତେଲ) କାଣ୍ଟିଯୁକ୍ତ; ମଇଳା — ୧. Full of impurities (oil); drossy.
୨: ମଇଳାରଙ୍ଗର; ଧୂସରା —୨. Of pale white colour, brown coloured.