Jump to content

କାଣ୍ଟିଆ ବଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଟିଆ ବଗ
ଉଚ୍ଚାରଣ: Kāṇṭiā baga
বগ্লা

ଦେ. ବି. (ସଂ. କ୍ରୌଞ୍ଚ+ବଳ) (କାଣ୍ଟି ପରି ମଇଳା ବର୍ଣ୍ଣ ଥିବାରୁ) —

ଧୂସୁରବର୍ଣ୍ଣ ବକପକ୍ଷୀ — The brown egret; a kind of bittern.

[ଦ୍ର—ଏମାନେ ବୋବାଇବା ବେଳେ କୀଳାକୁ ଭୂଇଁରେ ପିଟି ପୋତିଲା ଭଳି ଠକ ଠକ ଶବ୍ଦ କରନ୍ତି]