କାଣ୍ଟୁ ମାରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଟୁ ମାରିବା
ଉଚ୍ଚାରଣ: Kāṇṭu māribā

ଦେ. କ୍ରି —

ବେଶି ପରିଶ୍ରମ କରାଇ ବଳ କ୍ଷୟ କରିବା — To reduce a person to impotence by over-work.


କାଣ୍ଟୁ ମାରିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

କୌଣସି ବ୍ୟକ୍ତିର ବିଳକ୍ଷୟ କରାଇବା