କାଣ୍ଡକାଣ୍ଡକ
ଦେଖଣା
କାଣ୍ଡକାଣ୍ଡକ —
ଉଚ୍ଚାରଣ: Kāṇḍakāṇḍaka
ସଂ. ବି—(କାଣ୍ଡ+କାଣ୍ଡ+କ) —
୧: ବିଲରେ ବା ଜଳାଶୟ କୂଳରେ ଜନ୍ମିବା ଏକ ପ୍ରକାର ତୃଣ —An Aquatic reed growing in paddy fields and bogs; used for being woven in to mats.
[ଦ୍ର—ଏଥିରେ ମଶିଣା ଓ ସୁନ୍ଦରୀ ବୁଣା ହୁଏ, ଏହାର କାଣ୍ଡ ତ୍ରିକୋଣ; କାଣ୍ଡର ଅଗରେ ଗୋଛା ଗୋଛା ଫୁଲ ଧରେ]
୨: କାଶତୃଣ —୨. The kāṡa reed.