Jump to content

କାଣ୍ଡଗ୍ରହ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଡଗ୍ରହ
ଉଚ୍ଚାରଣ: Kāṇḍagraha

ସଂ. ବି. (୬: ଷ୍ଠୀ ତତ୍; କାଣ୍ଡ+ ଗ୍ରହ) —

ଉପସ୍ଥିତ ବ୍ୟାପାର ବା ସମସ୍ୟା ସମ୍ବନ୍ଧେ ସମ୍ୟକ୍ ଜ୍ଞାନ ବା ବୋଧ — A clear understanding of the matter in hand; a proper grasp of the question at issue.