Jump to content

କାଣ୍ଡଘର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଡଘର
ଉଚ୍ଚାରଣ: Kāṇḍaghara

ଦେ. ବି. —

୧: ପୁରୁଷର ଜନନେନ୍ଦ୍ରିୟ; ଲିଙ୍ଗ — Penis.

୨: ବାଳିକାର ପ୍ରଥମ ରଜୋଦର୍ଶନ ହେଲେ ସେ ପ୍ରଥମେ ସାତଦିନ ବସିବା ଶୋଇବା ପାଇଁ ବାସଗୃହ ମଧ୍ୟରେ ଗୋଟିଏ ଚତୁଷ୍କୋଣ ସ୍ଥାନରୁ ୪: ପାଖରେ କାଣ୍ଡ ବା ଶର ପୋତାଯାଇ ଯେଉଁ ଖେଳଘର ପରି ଘର ତିଆରି କରାଯାଏ —୨. A toy-house bounded by ୪ arrows and set up inside the house where a girle in her first menses passes her first week.

[ଦ୍ର—ଭଞ୍ଜଙ୍କ କୋଟିବ୍ରହ୍ମାଣ୍ଡସୁନ୍ଦରୀ ୩୪:ରେ କାଣ୍ଡଘର ବିଷୟ ଲେଖାଯାଇଛି]