କାଣ୍ଡଚାରୀ
ଦେଖଣା
କାଣ୍ଡଚାରୀ —
ଉଚ୍ଚାରଣ: Kāṇḍachārī
ସଂ. ବିଣ. ପୁଂ. (କାଣ୍ଡ+ଚର ଧାତୁ+କର୍ତ୍ତୃ. ଇନ୍; ୧: ମା. ୧: ବ.) —
ଯେଉଁ ପକ୍ଷୀମାନେ ବୃକ୍ଷର କାଣ୍ଡର କାଣ୍ଡରେ ବିଚରଣ କରିନ୍ତି (ଯଥା, କାକାତୁଆ—ଟିଆ—ଜ୍ଞାନେନ୍ଦ୍ର) — (birds) Moving on the trunks of trees.