Jump to content

କାଣ୍ଡପଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଡପଟ
ଉଚ୍ଚାରଣ: Kāṇḍapaṭa

ସଂ. ବି. (କାଣ୍ଡ=ନିର୍ଜନ ସ୍ଥାନ+ପଟ=ବସ୍ତ୍ର; ତୁଳ; ତୁର୍କୀ କନାତ୍) —

୧: ୟବନିକା; ପରଦା — ୧. Cloth-screen; curtāin.

୨: ତମ୍ବୁ; ରାଉଟି —୨. Tent.

ଦେ. ବି —

ଗୋଟିଏ ଶର; ଏକପଟ କାଣ୍ଡ — A single arrow.