Jump to content

କାଣ୍ଡପୂରାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଡପୂରାଇବା
ଉଚ୍ଚାରଣ: Kāṇḍa pūrāibā
काराड खाडाकरा

ଦେ. କ୍ରି —

ଯୁକ୍ତିତର୍କ ମଝିରେ ହଠାତ୍ ଗୋଟିଏ ଅଖାଡ଼ୁଆ କଥା ବା ପ୍ରସ୍ତାବ ଆଗତ କରିବା — To make an astounding or awkward proposal abruptly in the midst of a discussion.