କାଣ୍ଡପୃଷ୍ଟ
ଦେଖଣା
କାଣ୍ଡପୃଷ୍ଟ —
ଉଚ୍ଚାରଣ: Kāṇḍa pṛushṭha
ସଂ. ବି. (ବହୁବ୍ରୀହ; କାଣ୍ଡ+ପୃଷ୍ଟ) —
୧: ଶାସ୍ତ୍ରଜୀବ; ଆଯୁଧଜୀବୀ; ଧାନୁଷ୍କ — ୧. Archer; one who lives by archery.
୨: ବ୍ୟାଧ —୨. Hunter.
୩: ବେଶ୍ୟାର ସ୍ବାମୀ; କୁଳଟାର ପତି — ୩. A cuckold.
୪: (ନାମ) କର୍ଣ୍ଣଙ୍କ ଧନୁ — ୪. Name of the bow of king Karṇṇa.
ସଂ. ବିଣ. ପୁଂ. —
୧: ନିନ୍ଦ୍ୟଜୀବୀ — ୧. Pursuing a mean or low profession.
୨: ଦୁଶ୍ଚରିତ୍ର —୨. Immoral.
୩: ଯେ ଆପଣା କୂଳ ତ୍ୟାଗ କରି ପରକୁଳରେ ପଶେ — ୩. One who forsakes his family or caste and takes up another; renegade.