Jump to content

କାଣ୍ଡଭଗ୍ନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଡଭଗ୍ନ
ଉଚ୍ଚାରଣ: Kāṇḍabhagna

ସଂ. ବି —

(ବୌଦ୍ୟକ) ଆଘାତଦ୍ବାରା ହାତ ବା ଗୋଡ଼ର ନଳି— ହାଡ଼ ଭାଙ୍ଗିଯିବା (ହି. ଶବ୍ଦସାଗର) — Fracture of the bone of the arm or leg.

[ଦ୍ର—ସୂଶ୍ରୁତ ଅନୁସାରେ ଅସ୍ଥିଭଙ୍ଗ ୧୨: ପ୍ରକାରର ଯଥା— କର୍କଟ, ଅଶ୍ବକର୍ଣ୍ଣ, ବିଚୂର୍ଣ୍ଣୀତ, ଅସ୍ଥିଚ୍ଛିଲ୍ଲିକା, ପିଚ୍ଚିତ, କାଣ୍ଡଭଗ୍ନ, ଅତିପତିତ, ମଜ୍ଜାଗତ, ସ୍ଫୁଟିତ, ବକ୍ର, ଛିନ୍ନ ଓ ଦ୍ବିଧାକର]