କାଣ୍ଡର୍ଷି
ଦେଖଣା
କାଣ୍ଡର୍ଷି —
ଉଚ୍ଚାରଣ: Kāṇḍarshi
ସଂ. ବି. (ମ. ପ. ଲୋ.; କାଣ୍ଡପ୍ରଣେତା ଋଷି) —
ନେଦାଂଶ ପ୍ରକାଶକ ବା ବିଚାରକ ମୁନି — A sage who published or commented on a certain part of the Bedas.
[ଦ୍ର—କର୍ମକାଣ୍ଡର ପ୍ରକାଶକ—ଜୈମିନି; ଭକ୍ତିକାଣ୍ଡର ପ୍ରକାଶକ— ଶାଣ୍ଡିଲ୍ୟ; ବ୍ରହ୍ମକାଣ୍ଡର ବିଚାରକ—ବେଦବ୍ୟାସ]