Jump to content

କାଣ୍ଡଶର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଡଶର
ଉଚ୍ଚାରଣ: Kāṇḍaṡara
খাগডা शरकंड़ा

ଦେ. ବି. (ସଂ. କାଣ୍ଡ+ଶର) —

୧: ଶରତୃଣ; ଜୁଣ; ଏକଜାତୀୟ ଡେଙ୍ଗା ତୃଣ; ମୁଞ୍ଜ ତୃଣ —୧. A kind of tall reed; the Munāja grass

୨: ଉଦ୍ରିକ ଲିଙ୍ଗ —୨. Erected penis.

୩: ଧନୁ ଏବଂ ଶର —୩. Bow and arrow.