Jump to content

କାଣ୍ଡାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଡାରୀ
ଉଚ୍ଚାରଣ: Kāṇḍārī
কাণ্ডারী पातबारिया

ଦେ. ବି. (ସଂ. କର୍ଣ୍ଣଧାର; ବଙ୍ଗଳା ଭାଷାରୁ ଗୃହୀତ) —

୧: ନୈକାର କର୍ଣ୍ଣଧାର; ଯେ ଡ଼ଙ୍ଗାର କେରୁଆଳକୁ ଧରି ଥାଏ; ନୈକାର ମଙ୍ଗଧାରା — ୧. Helmsman; steersman.

୨: (ଲକ୍ଷଣାର୍ଥ)—ବିପଦରୁ ଉଦ୍ଧାରକାରୀ ବ୍ୟକ୍ତି — ୨. Deliverer form troubles or difficulties.

ତୁମ୍ଭବିନା ଆଉ କିଏ ପାପୀର କାଣ୍ଡାରୀ ମଧୁସୁଧନ