ଶବ୍ଦାର୍ଥ:
କାଣ୍ଡିଆଳ — ଉଚ୍ଚାରଣ: Kāṇḍiāḻa
ପ୍ରାଦେ. (ଭଦ୍ରଖ) ବିଣ —
କୁଚକ୍ରୀ; ଷଡ଼ୟନ୍ତ୍ରକାରୀ — Conspiring; scheming.