Jump to content

କାଣ୍ଡିଆ କୁଣ୍ଡା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଡିଆ କୁଣ୍ଡା
ଉଚ୍ଚାରଣ: Kāṇḍiākuṇḍā
চালকুঁড়া काँड़ाहुआभुसी

ଦେ. ବି —

ସରୁ କୁଣ୍ଡା — Fine husks of paddy or rice.

[ଦ୍ର—ଧାନରୁ ଚୋପା ବାହାରି ଯିବା ପରେ ତାକୁ କାଣ୍ଡିବାକୁ ହୁଏ କାଣ୍ଡିବା ପରେ ତଣ୍ଡୂଳକଣା ମିଶ୍ରିତ ଯେଉଁ ସରୁ କୁଣ୍ଡା ବାହାରେ ତାକୁ କାଣ୍ଡିଆକୁଣ୍ଡା କୁହାଯାଏ; ସେହି କାଣ୍ଡିଆକୁଣ୍ଡାରେ ପିଠା କରାଯାଏ]