Jump to content

କାଣ୍ଡିକାଣ୍ଡି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଡିକାଣ୍ଡି
ଉଚ୍ଚାରଣ: Kāṇḍikāṇḍi

ଦେ. କ୍ରି. ବିଣ —

ଏଠାରୁ ସେଠାରୁ କରି; ଟିକିଏ ଟିକିଏ; କିଛିକିଛି —A piece here and a piece there.