କାଣ୍ଡି କରିବା
ଦେଖଣା
କାଣ୍ଡି କରିବା —
ଉଚ୍ଚାରଣ: Kāṇḍi karibā
ଦେ. କ୍ରି —
୧: ଗଦା ମାରିବା; ଛଇ ମାରିବା; ସ୍ତୂପା— କାର କରି ସଜ୍ଜିତ କରିବା — ୧. To arrange in heaps.
୨: ଅକାଣ୍ଡିଆ ଚାଉଳ ଆଦିକୁ ସଫା କରିବା; କାଣ୍ଡିବା — ୨. To cleanse rice, dal etc of its husks; to husk.