Jump to content

କାଣ୍ଡ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଡ୍
ଉଚ୍ଚାରଣ: Kāṇḍ

ପ୍ରାଦେ (ସମ୍ବଲପୁର) ବି —

୧: କାଣ୍ଡ; ଶର — ୧. Arrow.

ଭଙ୍ଗାଧୁନ୍ ମାଇଲେ କାଣ୍ଡ୍; ଘଇତା ମଲେ ମାଇପୋ ରାଣ୍ଡ୍ ଢଗ

୨: ଚାଖଣ୍ଡ —୨. A unit of lineal measure; a span.