Jump to content

କାଣ୍ଡ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣ୍ଡ କରିବା
ଉଚ୍ଚାରଣ: Kāṇḍa karibā
কাণ্ড করা काणड़ करना

ଦେ. କ୍ରି —

୧: ବିଷମ ଘଟନା ଘଟାଇବା; ଗୁରୁତର ଘଟନା ଘଟାଇବା —To bring about a queer state of affairs; to cause a serious thing to happen.