କାତ
ଦେଖଣା
କାତ —
ଉଚ୍ଚାରଣ: Kāta
কাত
কাত; লাগি
कांडि;बल्ला
ଦେ.ବି —
୧: ହାତଗୋଡ଼ — ୧. Hands and feet.
(ଯଥା—ଚାରିକାତ ଲମ୍ବାଇ ଦେଇ ଶୋଇବା)
୨: (ସଂ. କାତର—ଡ଼ଙ୍ଗା)—ନୌକା ବାହିନେବାପାଇଁ ବ୍ୟବହୃତ ଲମ୍ବ ବାଉଁଶ —୨. Long bamboo- pole used in propelling boats.
କାତ ଯେ ବୁଡ଼ଇ ନାହିଁ ଯେସନେକ ସିନ୍ଧୁ ପ୍ରାଚୀ. ବ୍ରହ୍ମନିରୂପଣ. ଗୀତା
୩: ନକସ ପ୍ରଭୃତି ଖେଳରେ ହୁଡ଼ କରି ବାନ୍ଧିବା ପଇସା କୁଢ଼; କଉଡ଼ି ବା କାଇଁ ଚକୁଢ଼ (ଗୋପନୀ ନନ୍ଦ) — ୩. A stake at gamblig consisting of a heap of coins.