କାତର
ଦେଖଣା
କାତର —
ଉଚ୍ଚାରଣ: Kātara
(କାତରା—ସ୍ତ୍ରୀ)
କାତରତା; କାତର୍ୟ୍ୟବି
ସଂ. ବିଣ. ପୁଂ. (କୁ= ଈଷତ୍+ ତୃ ଧାତୁ= ପାର ହେବା+ କର୍ତ୍ତୃ. ଅ) —
୧: ବ୍ୟାକୁଳ; ଆକୁଳିତ; ବ୍ୟଥିତ — ୧. Distressed; distracted; troubled
୨: ବିହ୍ବଳ; ଅଧୀର —୨. Perplexed; bewildered.
୩: ଦୁଃଖିତ —୩. Grieved.
୪: ଭୀତ; ଭୟାର୍ତ୍ତ —୪. Afraid; affrighted; timid.
୫: ଚଞ୍ଚଳ; ଅସ୍ଥିର —୫. Restless; agitated.
୬: ବିବଶ —୬. Paralyesed; benumbed.
কাত্লা মাছ
कातला
ସଂ. ବି. (କ= ଜଳ+ ଆ= ସମ୍ୟକ+ ତୃ ଧାତୁ= ଭାସିବା+ କାରଣ. ଅ) —
୧: ଭେଳା — ୧. A swimming bladder; raft.
୨: ନାବ; ଡ଼ଙ୍ଗା —୨. Boat.
୩: ଏକପ୍ରକାର ମାଛ; ଭାକୁଡ଼ ମାଛ — ୩. A kind of fish; Catla Buchanani.
ଦେ. ବି. —
ଧୂଆଁପତର (ଗୋପୀନାଥ ନନ୍ଦ) —Tobacco.