Jump to content

କାତରତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାତରତା
ଉଚ୍ଚାରଣ: Kātaratā

ସଂ. ବି. (କାତର+ ଭାବ. ତା) —

୧: ଦୁଃଖ — ୧. Distress; trouble.

୨: ଭୀରୁତା; ଭୟାର୍ତ୍ତ ଅବସ୍ଥା —୨. Timidly; fright.

୩: ବ୍ୟାକୁଳତା —୩. Perturbation.