କାତି
ଦେଖଣା
କାତି —
ଉଚ୍ଚାରଣ: kāti
কা়টারী
काता
আইশ; কাতি
सिरना; छिलका
খোলস
केचुल
ଦେ. ବି. (ସଂ. କର୍ତ୍ତରୀ) —
୧: କଟୁରୀ —୧. Billhook.
ମର୍ମରେ ଭେଦଇ ବହଇ କାତି କବିସୁର୍ୟ୍ୟ. କବିତା
୨: ମାଛ ପ୍ରଭୃତିରେ ଦେହ ଉପରିସ୍ଥ ଆବରଣ — ୨. Scale over the body of fish.
୩: ସାପର ଖୋଳ — ୩. Slough of a snake.
ଯେସନାକ ଶ୍ବେତନାଗ ବିସର୍ଜଇ କାତି ବିଷ୍ଣୁକେଶରୀ ପୁରାଣ
কাতান
काति
কাতি
काति
୪: ଛୋଟ କଟୁରୀ —୪. Small billhook.
ନିର୍ଲ୍ଲଜ ଅଭିମାନେ ଡେରି ଗତି, ହାତୀ ଲଢ଼ାଇକି ବନ୍ଧିଛି କାତି କବିସୂର୍ଯ୍ୟ. କବିତା
୫: ଛୁରି —୫. Knife.
କାତି ହେଲା ସେ ଏବେ କାଟି ଦେବାକୁ ଗଳା ଦୀନକୃଷ୍ଣ.ରସକଲ୍ଲୋଳ