କାତ୍ଯାୟନ
ଦେଖଣା
(କାତ୍ଯାଯନରୁ ଲେଉଟି ଆସିଛି)
କାତ୍ୟାୟନ —
ଉଚ୍ଚାରଣ: Kātyāyana
(କାତ୍ୟାୟନିକା; କାତ୍ୟାୟନୀ—ସ୍ତ୍ରୀ)
ସଂ. ବି. ପୁଂ. (କାତ୍ୟା+ସ୍ବାର୍ଥେ. ଆୟନ) —
୧: କାତ୍ୟ (ଦେଖ) ୧. Kātya (See)
୨: 'ଅଭିଧର୍ମ ଜ୍ଞାନ ପ୍ରସ୍ଥାନ' ଗ୍ରନ୍ଥ ପ୍ରଣେତା ବୌଦ୍ଧାଚାର୍ୟ୍ୟ — ୨. Name of a Buddhist author.
୩: ପାଲୀ ବ୍ୟାକରଣ 'କାଚ୍ଚାୟନ' ପ୍ରଣେତା ବୌଦ୍ଧାଚାର୍ୟ୍ୟ — ୩. Name of Pāli grammerian