Jump to content

କାତ୍ଯାଯନୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାତ୍ୟାୟନୀ
ଉଚ୍ଚାରଣ: Kātyāyanī

ସଂ. ବି. ସ୍ତ୍ରୀ. (କାତ୍ୟାୟନ+ସ୍ତ୍ରୀ. ଈ) —

୧: ଦୁର୍ଗା; ଭୈରବୀ — ୧. Goddess Durgā

[ଦ୍ର—ସର୍ବାଗ୍ରେ କାତ୍ୟାୟନ ମୁନି କର୍ତ୍ତ୍ବକ ପୂଜିତ ହୋଇଥିବାରୁ ଦୁର୍ଗାଙ୍କର ଏହି ନାମ—ଜ୍ଞାନେନ୍ଦ୍ର

୨: ଗେରୁଆ ଲୁଗା ପିନ୍ଧିଥିବା ଦରବୁଢ଼ୀ ବିଧବା — ୨. An elderly or middle aged widow wearing red dyed cloth.

୩: ୟାଜ୍ଞବଲ୍ମ୍ୟ ଋଷିଙ୍କ ସ୍ତ୍ରୀ — ୩. Name of the wife of sage J̄ājn̄yabaḻkya