Jump to content

କାତ୍ୟାୟନୀ

ଉଇକିଅଭିଧାନ‌ରୁ

ବିଶେଷ୍ୟ(ସଂସ୍କୃତ)(ସ୍ତ୍ରୀଲିଙ୍ଗ)(କାତ୍ୟାୟନ +ସ୍ତ୍ରୀଲିଙ୍ଗ.ଈ ) []

[ସମ୍ପାଦନା]
  • ଦୁର୍ଗା;ଭୈରବୀ

[ଦ୍ରଷ୍ଟବ୍ୟ -ସର୍ବାଗ୍ରେ କାତ୍ୟାୟନ ମୁନିକର୍ତ୍ତୁକ ପୂଜିତା ହୋଇଥିବାରୁ ଦୁର୍ଗାଙ୍କରେ ଏହିନାମ -ଜ୍ଞାନେନ୍ଦ୍ର ]

  • ଗେରୁଆଲୁଗା ପିନ୍ଧିଥିବା ଦରବୁଢୀ ବିଧବା
  • ଯାଜ୍ଞବଲ୍ୟୁ ଋଷିଙ୍କ ସ୍ତ୍ରୀ
  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ ,ପୃଷ୍ଠା -୧୪୮୮