କାତ କରିବା
ଦେଖଣା
କାତ କରିବା —
ଉଚ୍ଚାରଣ: Kāt karibā
কাত করা
ପ୍ରାଦେ. କ୍ରି (କୁସ୍ତିଖେଳରେ ଶଦ୍ଦ) —
୧: ମୁହଁ ମଡ଼ାଇ ଶୁଆଇ ଦେବା — ୧. To lay one prostrate.
୨: ଅଣେଇ ପକାଇବା — ୨. To incline; to lay on the side.
କାତ କରିବା —
ଉଚ୍ଚାରଣ: Kāt karibā
কাত করা
ପ୍ରାଦେ. କ୍ରି (କୁସ୍ତିଖେଳରେ ଶଦ୍ଦ) —
୧: ମୁହଁ ମଡ଼ାଇ ଶୁଆଇ ଦେବା — ୧. To lay one prostrate.
୨: ଅଣେଇ ପକାଇବା — ୨. To incline; to lay on the side.