Jump to content

କାତ ପାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାତ ପାଇବା
ଉଚ୍ଚାରଣ: Kāta pāibā

ଦେ. ବି —

ଡ଼ଙ୍ଗାରେ ଠିଆ ହୋଇ ପାଣି ଭିତରକୁ କାତ ପକାଇଲେ ତାହା ଭୂଇଁରେ ବାଜିବା — Fathoming of the depth of water with the help of a pole.

(ଯଥା—ମଝିନଈରେ କାତ ପଇବ ନାହିଁ)