କାଥିକ
ଦେଖଣା
କାଥିକ —
ଉଚ୍ଚାରଣ: Kāthika
(କାଥିକା—ସ୍ତ୍ରୀ)
ସଂ. ବିଣ. ପୁଂ. (କଥା+ପଟୁତାର୍ଥରେ. ଇକ) —
୧: କଥା ରଚନା ବିଷୟରେ ପଟୁ — ୧. Adept at devising tales.
୨: କଥାକହିବା ବିଷୟରେ — ୨. Skilful in story-telling.
କାଥିକ —
ଉଚ୍ଚାରଣ: Kāthika
(କାଥିକା—ସ୍ତ୍ରୀ)
ସଂ. ବିଣ. ପୁଂ. (କଥା+ପଟୁତାର୍ଥରେ. ଇକ) —
୧: କଥା ରଚନା ବିଷୟରେ ପଟୁ — ୧. Adept at devising tales.
୨: କଥାକହିବା ବିଷୟରେ — ୨. Skilful in story-telling.