Jump to content

କାଥିଟର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଥିଟର୍
ଉଚ୍ଚାରଣ: Kāthiṭar
কাথেটার काथिटार

ବୈଦେ. ବି. (ଇଂ. କାଥେଟର) —

ରୋଗୀ ବା ପ୍ରସୂତୀର ପ୍ରସାବ ନ ହେଲେ ମୂତ୍ରଦ୍ବାର ବାଟେ ମୂତ୍ରାଶୟ ପର୍ଯ୍ୟନ୍ତ ଯେଉଁ ଧାତୁମୟ ନଳକୁ ପୂରାଇ ଡାକ୍ତରମାନେ ସେହି ନଳ ବାଟେ ମୂତ୍ରାଶୟର ପ୍ରସାବ ନିଷ୍କାସନ କରାନ୍ତି —Catheter.