କାଦଖୁମ୍ପି
ଦେଖଣା
କାଦଖୁମ୍ପି —
ଉଚ୍ଚାରଣ: Kādakhumpi
কাদাখোঁচা
चाहा
ଦେ. ବି. (ସଂ. କର୍ଦମ ଖଞ୍ଜନା; ଖଞ୍ଜନା) —
ଖଞ୍ଜନ ଜାତୀୟ ଏକ ପ୍ରକାର କୁଳେଚର ପକ୍ଷୀ; ଚାହା ଚଢ଼େଇ —A kind of migratory bird; spine; Gallinago Cælestis.
[ଦ୍ର—ଏ ପକ୍ଷୀର ମାଂସ ସୁଖାଦ୍ୟ; ଏଥିପାଇଁ ଶିକାରୀମାନଙ୍କର ଏହା ପ୍ରିୟ ଏ ପକ୍ଷୀ କାଦୁଅ ଅଣ୍ଡାଳି କାଦୁଅରୁ ପୋକ ଧରି ଖାଏ; ଏ ପକ୍ଷୀ ଏ ଦେଶରେ ଶୀତ କାଳରେ ଦେଖାଯାଏ; ଏହାର ତାଳୁ
କଳା, ମୁଣ୍ଡର ଦୁଇ ପାଖ ଧଳା, ଗୋଡ ସବଜା, ଗଳା ଓ ପିଠି ମାଟିଆ ଖଇରା ଯୋଗେଶ ଚନ୍ଦ ]