Jump to content

କାଦମ୍ବର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଦମ୍ବର
ଉଚ୍ଚାରଣ: Kādambara

ସଂ. ବି. (କଦମ୍ବ+ରା ଧାତୁ=ଦାନ କରିବା+କର୍ତ୍ତୁ. ଅ) —

୧: ଦହିର ସର —୧. The cream of curd.

୨: ଏକପ୍ରକାର ମଦ୍ୟ —୨. A kind of wine.

୩: ଇକ୍ଷୁଗୁଡ଼ —୩. Sugarcan-molasses.