Jump to content

କାଦୁଅବକଟିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଦୁଅବକଟିଆ
ଉଚ୍ଚାରଣ: Kāduabakaṭiā

ପ୍ରାଦେ. (ଗଡ଼ଜାତ) ବିଣ —

ଯେଉଁ କାଦୁଅ ମାଟିକୁ ଗୋରୁ ଗାଈ ଚକଟି କରି ଖାଲଢିପ କରି ଥାଆନ୍ତି —(soil) Which has been made uneven by cattle treading over it.