କାଦୁଆ
ଦେଖଣା
କାଦୁଆ —
ଉଚ୍ଚାରଣ: Kāduā
কাদাটে
कीचड़का
ଦେ. ବିଣ —
୧: କର୍ଦ୍ଦମମୟ; କର୍ଦ୍ଦମାକ୍ତ — ୧. Clayey; muddy; sloppy.
୨: କର୍ଦ୍ଦମ ପରି ଅଠାଳିଆ —୨. Sticky.
ଦେ. ବି —
୧: ଏକପ୍ରକାର ପଣସ — ୧. A kind of jackfruit.
୨: ଏକପ୍ରକାର ବୋଡ଼ା ସାପ — ୨. A class of Viper.