କାଦୋପିଛଲ
ଦେଖଣା
କାଦୋପିଛଲ —
ଉଚ୍ଚାରଣ: Kādopichhal
ପ୍ରାଦେ. (ସମ୍ବଲପୁର)—ବିଣ.—(ସଂ. କର୍ଦ୍ଦମ+ ପିଚ୍ଛିଳ) —
କାଦୁଅ ଯୋଗୁଁ ଖସଡ଼ା ହୋଇଥିବା (ବାଟ) —Muddy and slippery (road).