କାଦୋମଲି
ଦେଖଣା
କାଦୋମଲି —
ଉଚ୍ଚାରଣ: Kādomali
ପ୍ରାଦେ. (ସମ୍ବଲପୁର)—ବି. (ସଂ. କର୍ଦ୍ଦମ+ମଳ) —
ଆଖୁଦୋରୁଅ ରନ୍ଧା ହେଲା ବେଳେ ତହିଁରୁ ବାହାରିବା କର୍ଦ୍ଦମ ସଦୃଶ ମଳ —The clayey froth got from sugarcane juice while it is boiled for preparing molasses.