Jump to content

କାଦ୍ରେବେୟ

ଉଇକିଅଭିଧାନ‌ରୁ
(କାଦ୍ରେବେଯରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କାଦ୍ରେବେୟ
ଉଚ୍ଚାରଣ: Kādrabeya

ସଂ. ବି. (କଦ୍ରୁ+ଅପତ୍ୟାର୍ଥେ. ଏୟ; କଦ୍ରୁଙ୍କ ସନ୍ତାନ— ସନ୍ତତି) —

ସର୍ପ; ସର୍ପଜାତି — The serpent tribe.