Jump to content

କାନକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନକ
ଉଚ୍ଚାରଣ: Kānaka

ସଂ. ବିଣ.—(କନକ+ବିକାରାର୍ଥେ. ଅ) —

୧: ସ୍ବର୍ଣ୍ଣନିର୍ମିତ — ୧. Golden.

୨: ସ୍ବର୍ଣ୍ଣ ସମ୍ବନ୍ଧୀୟ —୨. Pertaining to gold.

ସଂ. ବି. —

ଜୟପାଳ ମଞ୍ଜି; କନକା ମଞ୍ଜି —Croton seed.