କାନକଟା
ଦେଖଣା
କାନକଟା —
ଉଚ୍ଚାରଣ: Kānakaṭā
কানকাটা
ଦେ. ବି. —
୧: କାନକଟୁରି (ଦେଖ) ୧. Kānakaṭuri (See)
୨: କାନ ଓ ମୁଣ୍ଡର ସନ୍ଧିସ୍ଥଳରେ ହେବା କ୍ଷତ ରୋଗ — ୨. A disease causing sores between the ear and the head.
୩: (ଶିଶୁମାନଙ୍କୁ ଡରାଇବା ପାଇଁ ଏହି ଶବ୍ଦ ବ୍ୟବହୃତ ହୁଏ)—ଯେଉଁ କାଳ୍ପନିକ ଜୀବ ଶିଶୁମାନଙ୍କ କାନକୁ କାଟିନିଏ —୩. An imaginary being said to clip the ear of infants.