Jump to content

କାନକଟୁରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନକଟୁରୀ
ଉଚ୍ଚାରଣ: Kānakaṭurī
কানকোটারী कानभोंरा; कानसलाइ

ଦେ. ବି. (ସଂ. କର୍ଣ୍ଣ+କୀଟ) —

୧: ଦୃଢ଼ପକ୍ଷ କଳା କୀଟବିଶେଷ — ୧. A ear boring insect (actually living in the soil); a kind of earwig.

[ଦ୍ର—ଏ ପୋକ ଭୁମିରେ ରହନ୍ତି ଓ ସମୟ ସମୟରେ ଧାନ- କୋଠିରେ ଦେଖାୟାଆନ୍ତି ଏମାନେ କାନରେ ପଶି କାନକୁ ବ୍ଯଥା ଦେବାର ଲୋକେ ବିଶ୍ବାସ କରନ୍ତି]

୨: କାନ ବିଛା; ଏକଜାତୀୟ ବିଛା (ଏମାନେ ସୁତା ପରି ସରୁ ଓ ଲମ୍ବରେ ୩୪: ଇଞ୍ଚ, ଏମାନଙ୍କୁ ଦଳିଦେଲେ ଏମାନଙ୍କ ଦେହରୁ ଫସ୍ଫରସ୍ ପରି ଜ୍ଯୋତି ବାହାରେ) — ୨. Slender-bodied centepedes, said to bore through the ear; chilognath.