Jump to content

କାନକୁକାନ ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନକୁକାନ ହେବା
ଉଚ୍ଚାରଣ: Kānakukāna hebā

ଦେ. କ୍ରି. —

(କୌଣସି କଥା) ଜଣେ ଜଣକ କାନରେ କହିବା ଓ ଦ୍ବିତୀୟ ବ୍ୟକ୍ତି ଯାଇ ଅନ୍ୟ ଜଣକୁ କାନରେ କହିବା, ଏହିପରି ବହୁ ଲୋକଙ୍କ କର୍ଣ୍ଣଗୋଚର ହେବାଦ୍ବାରା ପ୍ରକଟିତ ହେବା — (any matter) To be divulged or published by being promulgated by whispers from one person to another.