Jump to content

କାନକୁ ଆସିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନକୁ ଆସିବା
ଉଚ୍ଚାରଣ: Kānaku āsibā
কানেআসা; কানপউঁচা कानकोआना

ଦେ. କ୍ରି. —

ଶ୍ରୁତିଗୋଚର ହେବା — To come to one's ears; to be heard.

(ଯଥା—ଅମୁକ ବିଷୟ ୪: ଦିନ ହେଲା ମୋ କାନକୁ ଆସିଲାଣି)