କାନକୋଳି
ଦେଖଣା
କାନକୋଳି —
ଉଚ୍ଚାରଣ: Kānakoḻi
ସଂ. ନାମ—
ଶୃଗାଳକୋଳିକା
শেকুল, শেঁকুল, সেয়াকুল
सतगनासी; मरमाड़
ଦେ. ବି. —
ବନ୍ୟ କଣ୍ଟକୀ ଲଟାଳିଆ ଗୁଳ୍ମ —A kind of wild thorny plant; Zyzypus œnoplia.
[ଦ୍ର—ଏହାର କୋଳି ବରକୋଳି ଆକୃତିର ଓ ଅଖାଦ୍ୟ; ପତ୍ରର ଦୁଇ ପାଖ ଲୋମଣ, ଫୁଲ ଆପୀତ, କ୍ଷୁଦ୍ର; ଏଥିର କଣ୍ଟା ଖୁବ ଦୃଢ଼ ଓ ସ୍ଥୁଳମୂଳ ଏବଂ ଏକ ଇଞ୍ଚ ଠାରୁ ଦୁଇ ଇଞ୍ଚ ପର୍ଯ୍ୟନ୍ତ ଲମ୍ବା; ଏ ଗଛର ଜଙ୍ଗଲ ଦୁର୍ଭେବ୍ୟ]
କିସ୍ କଣ୍ଟା କାନକୋଳି କଣ୍ଟା ୟହିଁରେ ଲାଗିବ ଲଟା ପଟା କାହାଣୀର ଲଥା