Jump to content

କାନଗିରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନଗିରି
ଉଚ୍ଚାରଣ: Kānagiri
কানের পরদা कानका परदा

ଦେ. ବି. —

(ସଂ. କର୍ଣ୍ଣ+ଗହର) —

କର୍ଣ୍ଣମୃଦଙ୍ଗ; କର୍ଣ୍ଣପଟହ; କାନର ଅଭ୍ୟନ୍ତରରେ ଥିବା ଅତି ପତଳା ଝିଲ୍ଲୀ ବା ଚମ, ୟହିଁରେ ଶବ୍ଦ ବାଜେ —The soft membrane inside the ear; tympanum; the drum of the ear.