Jump to content

କାନନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନନ
ଉଚ୍ଚାରଣ: Kānana

ସଂ. ବି. (କାନି ଧାତୁ=ଦ୍ଯୋତିତ କରିବା+କର୍ମ. ଅନ) —

୧: ବନ; ଅରଣ୍ୟ —୧. Forest; woods.

୨: ଗୃହ —୨. Abode; house.

୩: (୬: ଷ୍ଠୀ ତତ୍; କ=ବ୍ରହ୍ମା+ଆନନ=ମୁଖ)— ବ୍ରହ୍ମାଙ୍କ ମୁଖ —୩. The mouth of Brahmā