Jump to content

କାନନାକଧରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନନାକଧରା
ଉଚ୍ଚାରଣ: Kānanākadharā
কাননাকধরা

ଦେ. ବି —

ଦଣ୍ଡସ୍ବରୁପ ନିଜର କାନ ଓ ନାକ ନିଜେ ଧରିବା —Holding of one's own ear and nose as a punishment.

[ଦ୍ର—ଆଗେ ଏ ଦେଶର ଚାହାଳୀରେ ଅବଧାନମାନେ ବାଳକ— ମାନଙ୍କୁ କାନନାକଧରା ଦଣ୍ଡ ଦେଉଥିଲେ]