କାନନୁଡ଼ୁକା
ଦେଖଣା
କାନନୁଡ଼ୁକା —
ଉଚ୍ଚାରଣ: Kānanuṟḍ̠ukā
কানেরনুলুক
कानकालोलक
(କାନନୁଡ଼ୁକୀ—ସ୍ତ୍ରୀ)
ଦେ. ବି —
କାନର ଉପର ଅଂଶରେ ପିନ୍ଧାଯିବା ନୋଲକ ଲାଗିଥିବା ଫାସିଆ — A ring with pendantas for the upper part of the ear.
ଦେ. ବିଣ. ପୁଂ. —
କାନନଡ଼କା (ଦେଖ) Kānanaṟḍ̠akā (See)