Jump to content

କାନପତଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନପତଳା
ଉଚ୍ଚାରଣ: Kānapataḻā
কানপাতলা कनपतला

ଦେ. ବିଣ —

୧: ଯେଉଁ ବ୍ୟକ୍ତି ଚୁଗୁଲି ଶୁଣେ — ୧. One who hears backbiting.

୨: ଯେଉଁ ବ୍ୟକ୍ତି ସାମାନ୍ୟ ମାତ୍ର ମୃଦୁ ଶବ୍ଦ ଶୁଣି ପାରେ —୨. One who hears even indistinct sounds; fine-eared; sharp-eared.