Jump to content

କାନଫୁଲ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନଫୁଲ
ଉଚ୍ଚାରଣ: Kānaphula
কানফুল कानफुल

ଦେ. ବି —

ଫୁଲର ଆକୃତିବିଶିଷ୍ଟ କର୍ଣ୍ଣର ଅଳଙ୍କାରବିଶେଷ; କାପ —An ornament of the ear in the shape of a folwer.